16/05/2026
🌿 ଶୁଭ ସାବିତ୍ରୀ ବ୍ରତ 🌿
ଏହି ପବିତ୍ର ସାବିତ୍ରୀ ବ୍ରତରେ ମାଆ ସାବିତ୍ରୀଙ୍କ ଅଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଆଣୁ । 🙏✨
ପରିବାରରେ ସଦା ଭଲପାଇବା ଓ ଖୁସି ଅବିଚ୍ଛିନ୍ନ ରହୁ । ❤️
💐 Puri Jagannath Package ପକ୍ଷରୁ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ।
🌐 www.purijagannathpackage.com